ରାୟଗଡ଼ାରେ ୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ

ରାୟଗଡ଼ା : ଦେଶୀ ଭାଟିରେ ମଦ ପିଇବା ପରେ ବକେୟା ଟଙ୍କା ବାପା ଦେଲାନି ବୋଲି ୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ। ରାୟଗଡ଼ା ସହରରେ ଏ ଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତ ବଳରାମ ଯୋଗୀକୁ ଗିରଫ କରି ଅଧିକ ପଚରା ଉଚରା କରୁଛି। ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ ମାମଲାର ତଦନ୍ତ କରୁଛନ୍ତି। ପୁଲିସ୍ ସୂଚନା ମୁତାବକ, ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା … Continue reading ରାୟଗଡ଼ାରେ ୭ ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ